କର୍ମଯୁଗ Karmaj̄uga

  • ସଂ. ବି. ( 6 ଷ୍ଠୀ ତତ୍; କର୍ମନ୍+ଯୁଗ) — କଳିଯୁଗ — The Kaḻi age; the present Iron age
  • ସଂ. ବି. ( 6 ଷ୍ଠୀ ତତ୍; କର୍ମନ୍+ଯୁଗ) — କର୍ମ କରିବାର ଯୁଗ — The age of action or activity