କର୍ମଭୂମି Karmabhūmi
- ସଂ. ବି. ( 6 ଷ୍ଠୀ ତତ୍; କର୍ମ+ଭୂମି) — କର୍ମକ୍ଷେତ୍ର — The field of action; sphere of action
- ସଂ. ବି. ( 6 ଷ୍ଠୀ ତତ୍; କର୍ମ+ଭୂମି) — ଧର୍ମକର୍ମ କରିବାର ପ୍ରସିଦ୍ଧ ସ୍ଥାନ; ଆର୍ଯ୍ୟବର୍ତ୍ତ — The northern half of India, considered as the land of religious ites
- ସଂ. ବି. ( 6 ଷ୍ଠୀ ତତ୍; କର୍ମ+ଭୂମି) — ଧର୍ମକର୍ମର ସ୍ଥଳ, ଭାରତବର୍ଷ — India, the holy land
- ସଂ. ବି. ( 6 ଷ୍ଠୀ ତତ୍; କର୍ମ+ଭୂମି) — କୃଷ୍ଟଭୂମି — Cultivated field