କର୍ମକର Karmạkara
- ସଂ. ବି. ପୁଂ. (କର୍ମ+କୃ ଧାତୁ+କର୍ତ୍ତୃ. ଅ) — ବେତନଗ୍ରାହୀ ଭୃତ୍ୟ ବା ଚାକର — A salaried servant
- ସଂ. ବି. ପୁଂ. (କର୍ମ+କୃ ଧାତୁ+କର୍ତ୍ତୃ. ଅ) — କାରିଗର — An artisan
- ସଂ. ବି. ପୁଂ. (କର୍ମ+କୃ ଧାତୁ+କର୍ତ୍ତୃ. ଅ) — କମାର; ଲୌହକାର — Blacksmith
- ସଂ. ବି. ପୁଂ. (କର୍ମ+କୃ ଧାତୁ+କର୍ତ୍ତୃ. ଅ) — ମୁଲିଆ; ମଜୁରିଆ — A working man; a hired labourer