କର୍ମକାରକ Karmakāraka

  • ସଂ. ବି — (ବ୍ୟାକରଣ) କାରକବିଶେଷ; ଦ୍ୱିତୀୟା ବିଭକ୍ତିର କାରକ — (grammar) The objective case
  • ସଂ. ବି — କାର୍ଯ୍ୟ କରିବା ବ୍ଯକ୍ତି — Doer of a work
  • ସଂ. ବି — ଗୁମାସ୍ତା; କାର୍ପର୍ଦାଜ୍ — An agent. —. An agent