କର୍ମକାର Karmakāra

  • ସଂ. ବି. (କର୍ମ+କୃ ଧାତୁ+କର୍ତ୍ତୃ. ଅ) — କମାର — Blacksmith
  • ସଂ. ବି. (କର୍ମ+କୃ ଧାତୁ+କର୍ତ୍ତୃ. ଅ) — ବୃକ୍ଷ — Bull
  • ସଂ. ବିଣ — ଯେ କର୍ମ କରେ — Performing or doing
  • ସଂ. ବିଣ — ଯେ ବେତନ ନେଇ କର୍ମ କରେ — Serving on a salary