କର୍ମ ଖାଲି Karmakhāli

  • ଦେ. ବି. (ସଂ. କର୍ମ+ଆ. ଖାଲି) — କର୍ମଚାରୀ ଅଭାବରୁ କୌଣସି ଚାକିରି ବା ପଦ ଶୂନ୍ଯ ହେବା — A Vacancy in any post