କର୍ମ ଆଦରିବା Karma ādaribā

  • ଦେ. କ୍ରି — ଅଦୃଷ୍ଟ ଉପରେ ନିର୍ଭର କରିବା; ନିଜର ଭାଗ୍ୟରେ ଯାହା ଘଟୁଛି ବା ଘଟିବା ତାହା ନତ— ମସ୍ତକରେ ଗ୍ରହଣ କରିବା — To yield to one's fate
  • ଦେ. କ୍ରି — କର୍ମ ଆଦରି ସହେ ଦୁଃଖ, କେବେହେଁ ନ ହୁଏ ବିମୁଖ—ଜଗନ୍ନାଥ, ଭାଗବତ।