କରବୀର Karabīra
- ସଂ. ବି (କର+ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା+ ଅ) — କରବୀ (ଦେଖ) — Karabī (See)
- ସଂ. ବି (କର+ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା+ ଅ) — ଗଭାରୁ କରବୀର କୁସୁମ ତିନି, ଫେଇ ଫୋପାଡ଼ି ଦେଲା ଘନଜଘନୀ— ଉପେନ୍ଦ୍ରଭଞ୍ଜ, ସଙ୍ଗୀତ।
- ସଂ. ବି (କର+ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା+ ଅ) — ଖଡ୍ଗ — Sword
- ସଂ. ବି (କର+ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା+ ଅ) — ନାଗବିଶେଷ — Name of a mythological serpent
- ସଂ. ବି (କର+ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା+ ଅ) — ଦୈତ୍ୟବିଶେଷ — Name of a demon
- ସଂ. ବି (କର+ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା+ ଅ) — [ଦ୍ର—ଏ ଖର ରାକ୍ଷସର ଜଣେ ସେନାପତି ଥିଲା ଓ ରାମଚନ୍ଦ୍ରଙ୍କ ଦ୍ୱାରା ହତ ହୋଇଥିଲା।]
- ସଂ. ବି (କର+ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା+ ଅ) — ଶ୍ମଶାନ — Cremation ground
- ସଂ. ବି (କର+ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା+ ଅ) — ଦେଶବିଶେଷ — Name of a country
- ସଂ. ବି (କର+ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା+ ଅ) — ତୀର୍ଥବିଶେଷ — Name of a place of pilgrimage