କରବୀରୀ Karabīrī
- ସଂ. ବି (କରବୀର+ସ୍ତ୍ରୀ. ଈ) — ଅଦିତି; ଦେବମାତା — A name of Aditi, the mother of the Gods
- ସଂ. ବି (କରବୀର+ସ୍ତ୍ରୀ. ଈ) — ଉତ୍ତମ ଗବୀ; ସୁଧାର ଗାଈ — A good cow; a meek cow
- ସଂ. ବି (କରବୀର+ସ୍ତ୍ରୀ. ଈ) — ଏକପୁତ୍ରା ସ୍ତ୍ରୀ — A woman having one son only
- ସଂ. ବି (କରବୀର+ସ୍ତ୍ରୀ. ଈ) — ପୁତ୍ରବତୀ ସ୍ତ୍ରୀ — Mother of male children only