କରଭ Karabha
- ସଂ. ବି. ପୁଂ — (କୃ ଧାତୁ+ସଂଜ୍ଞାର୍ଥେ ଅଭ, କିମ୍ବା କର+ ଭା ଧାତୁ+ କର୍ତ୍ତୃ. ଅ;)—ମଣିବନ୍ଧଠାରୁ କନିଷ୍ଠାଙ୍ଗୁଳି ମୂଳ ପର୍ଯ୍ୟନ୍ତ ହସ୍ତର ବହିର୍ଭାଗ — The part of the hand between the wrist and the end of the little finger; metacarpus
- ସଂ. ବି. ପୁଂ — (କୃ ଧାତୁ ବିସ୍ତୀର୍ଣ୍ଣ ହେବା+କର୍ମ. ଅଭ)—ଶିଶୁହସ୍ତୀ; ହାତୀଛୁଆ — The young of an elephant
- ସଂ. ବି. ପୁଂ — ଉଷ୍ଟ୍ରଶାବକ — The young of a camel
- ସଂ. ବି. ପୁଂ — ଉଷ୍ଟ୍ର — Camel
- ସଂ. ବି. ପୁଂ — ଅଶ୍ୱତର — Mule
- ସଂ. ବି. ପୁଂ — ହାତୀଶୁଣ୍ଢ — The trunk of an elephant. (M.W.)