କରଭୀ Karabhī

  • ସଂ. ବି. ସ୍ତ୍ରୀ (କରଭ+ସ୍ତ୍ରୀ. ଈ) — ମାଈ ହାତୀଛୁଆ — The female young of an elephant
  • ସଂ. ବି. ସ୍ତ୍ରୀ (କରଭ+ସ୍ତ୍ରୀ. ଈ) — ମାଈ ଓଟଛୁଆ — Young female camel
  • ସଂ. ବି. ସ୍ତ୍ରୀ (କରଭ+ସ୍ତ୍ରୀ. ଈ) — ମାଈ ଓଟ — A she-camel
  • ସଂ. ବି. ପୁଂ (କରଭ=ଶୁଣ୍ଢ+ଅଛି ଅର୍ଥରେ ଇନ୍; 1 ମା 1 ବ) — ହସ୍ତୀ — Elephant