କରବାଳ Karabāḻa

  • ସଂ. ବି (କର+ବଳ ଧାତୁ+କରଣ. ଅ) — କରପାଳ; ଖଡ୍ଗ; ଖଣ୍ଡା — Sword
  • ସଂ. ବି (କର+ବଳ ଧାତୁ+କରଣ. ଅ) — ହାତର ନଖ — Finger-nails of the hand