କରଣ୍ଡ Karaṇḍa

  • ସଂ. ବି (କୃ ଧାତୁ+ ସଂଜ୍ଞାର୍ଥେ. ଅଣ୍ଡ) — ବେତ ବା ବାଉଁଶର ପେଟରା; ପେଡ଼ି — A basket of bamboo or wicker work with lid
  • ସଂ. ବି (କୃ ଧାତୁ+ ସଂଜ୍ଞାର୍ଥେ. ଅଣ୍ଡ) — ଥଳି — Bag; pouch
  • ସଂ. ବି (କୃ ଧାତୁ+ ସଂଜ୍ଞାର୍ଥେ. ଅଣ୍ଡ) — ମଧୁଚକ୍ର; ମହୁଫେଣା — Bee hive
  • ସଂ. ବି (କୃ ଧାତୁ+ ସଂଜ୍ଞାର୍ଥେ. ଅଣ୍ଡ) — ଖଡ୍ଗ — sword
  • ସଂ. ବି (କୃ ଧାତୁ+ ସଂଜ୍ଞାର୍ଥେ. ଅଣ୍ଡ) — ଜଳଚର ପକ୍ଷୀବିଶେଷ; କାରଣ୍ଡବ — An aquatic bird; a sort of duck
  • ସଂ. ବି (କୃ ଧାତୁ+ ସଂଜ୍ଞାର୍ଥେ. ଅଣ୍ଡ) — ଶୈବାଳବିଶେଷ — A kind of moss
  • ସଂ. ବି (କୃ ଧାତୁ+ ସଂଜ୍ଞାର୍ଥେ. ଅଣ୍ଡ) — ଭାଣ୍ଡ ବା ପାତ୍ର; ପେଡ଼ା — A closed receptacle