କରଣି ଲେଖା Karaṇi lekha

  • ଦେ. ବି. — (ସାଧାରଣତଃ ଓଡ଼ିଶାରେ କରଣମାନେ ଏପରି ଲେଖୁ ଥିବାରୁ)—ଛଟା ବାଟଣା ଲେଖା, ଯେଉଁ ଲେଖା ସହଜରେ ପଢ଼ି ହୁଏ ନାହିଁ — A flowing script which is very difficult to decipher