କରଣି ନବଜ Karaṇi nabaja

  • ଦେ. ବି — ସାଧାରଣତଃ କରଣମାନେ ବ୍ଯବହାର କରୁଥିବା ଅଶୁଦ୍ଧ ଶବ୍ଦ ଓ ଭାଷା; କଚିରିଆ ଭାଷା — Generally incorrect language and words used by the common Oriya writers
  • ଦେ. ବି — [ଦ୍ର—ଏ ଭାଷା ଓ ଶବ୍ଦମାନ କଚିରିରେ ମହାଜନି ଓ ଜମିଦାରି ସିରସ୍ତାରେ ଓ ଦଲିଲରେ ବ୍ଯବହୃତ ହୁଏ; ଏ ଲେଖାରେ ଶ, ଷ, ସ; ଇ, ଈ; ଉ, ଊ; ଋ, ରୁ; ଜ, ଯ; ବ ଫଳା, ଯ ଫଳାର ପ୍ରଭେଦ ନଥାଏ ଏବଂ ବ୍ୟାକରଣ ଓ ବଣ୍ଣାଶୁଦ୍ଧି ପ୍ରତି ଦୃଷ୍ଟି ନ ଥାଏ ଓ ଅନେକ କଥା ସଂକ୍ଷିପ୍ତ ଠାରରେ ଲେଖା ହୁଏ ଓ ଅନେକ ବିଦେଶୀ ଶବ୍ଦ ଓ ନବଜ ଥାଏ।]