କରଣୀ Karaṇī

  • ସଂ. ବି. (କୃ ଧାତୁ+ଅନ+ସ୍ତ୍ରୀ. ଈ) — (ଗଣିତ) ଯେଉଁ ରାଶିର ମୂଳ (ଯଥା—ବର୍ଗମୂଳ, ଘନମୂଳ) ପୂର୍ଣ୍ଣସଂଖ୍ୟାରେ ବ୍ଯବହାର କରି ହୁଏ ନାହିଁ (ଯଥା— 3, 5, 7 ) — (ଗଣିତ) ଯେଉଁ ରାଶିର ମୂଳ (ଯଥା—ବର୍ଗମୂଳ, ଘନମୂଳ) ପୂର୍ଣ୍ଣସଂଖ୍ୟାରେ ବ୍ଯବହାର କରି ହୁଏ ନାହିଁ (ଯଥା—3, 5, 7)— . (Arithmetic) Surd or irrational number; a number of which the root can not be extracted in a whole number; surdroot
  • ସଂ. ବି. (କୃ ଧାତୁ+ଅନ+ସ୍ତ୍ରୀ. ଈ) — କରଣି (ଦେଖ) — Karaṇi (See)
  • ସଂ. ବି. (କୃ ଧାତୁ+ଅନ+ସ୍ତ୍ରୀ. ଈ) — ତିନି ମହାପାପ ଏକ କରଣୀରେ ଅଦ୍ଭୁତ ସାଧନା ତୋର ଧରଣୀରେ। ରାଧାନାଥ. ନନ୍ଦିକେଶରୀ।
  • ସଂ. ବି. (କୃ ଧାତୁ+ଅନ+ସ୍ତ୍ରୀ. ଈ) — ବର୍ଗକ୍ଷେତ୍ରର ଏକ ବାହୁ — One side of a square (M.W.)