କରଣିଆଁ Karaṇiāñ

  • ଦେ. ବିଣ — କରଣ ଜାତି ବା ସମାଜସମ୍ବନ୍ଧୀୟ — Relating to Karaṇ caste or society
  • ଦେ. ବିଣ — (ଯଥା—କରଣିଆଁ ଢପ, କରଣିଆଁ ଲେଖା)
  • ଦେ. ବିଣ — କରଣ ସମାଜରେ ପ୍ରଚଳିତ — In vogue in the Karaṇa Society of Orissa