କରଣମ୍ Karaṇam

  • ପ୍ରାଦେ. (ଗଞାମ) ବି. (ସଂ. କରଣ; ତେ. କରଣମ୍) — ଗ୍ରାମର ରାଜକୀୟ ହିସାବ ଲେଖକ — A village accountant under the Government