କରଣ ସାଆନ୍ତ Karaṇa sāānta
- ଦେ. ବି — କରଣଜାତୀୟ ବିଶିଷ୍ଟ ବ୍ଯକ୍ତି — A nobleman of the Karaṇa caste
- ଦେ. ବି — ବର ସଙ୍ଗେ ବରଯାତ୍ରୀରୂପେ ଆଗତ ବରଙ୍କ ବନ୍ଧୁ— ବାନ୍ଧିବବିଶିଷ୍ଟ କରଣ ବ୍ଯକ୍ତି — A noted relative of a bridegroom of the Karaṇa caste who accompanies the bridegroom to the marriage