କରଡ଼ି Karaṟḍ̠i

  • ଦେ. ବି. (ସଂ. କରୀର; ତୁଳ. ପାଲୀ. କଲିର) — ବାଉଁଶଗଜା; ବଂଶାଙ୍କୁର — Tender shoots of bamboo
  • ଦେ. ବି. (ସଂ. କରୀର; ତୁଳ. ପାଲୀ. କଲିର) — ଜଠରାଗ୍ନି — The fire supposed to exist in the human stomach which digests the food
  • ଦେ. ବି. (ସଂ. କରୀର; ତୁଳ. ପାଲୀ. କଲିର) — (ଯଥା—ମୋ କରଡ଼ି ଜଳିଲାଣି।)
  • ଦେ. ବି. (ସଂ. କରୀର; ତୁଳ. ପାଲୀ. କଲିର) — ବିରୀ; କୋଳଥ ଆଦି ଶସ୍ୟର ଛୁଇଁରୁ ଶସକାଢ଼ି ନେଲାରୁ ଯେଉଁ ଚୋପା ଆଦି ରହେ — The empty pods of cereals after the grains the grains are extracted from them
  • ଦେ. ବି. (ସଂ. କରୀର; ତୁଳ. ପାଲୀ. କଲିର) — ଆମ୍ବଗଛରୁ ମନକୁ ଝଡ଼ିବା ଗଛପାଚିଲା ଆମ୍ବ — Fully ripe mango fruits falling down to the ground of their own accord
  • ଦେ. ବି. (ସଂ. କରୀର; ତୁଳ. ପାଲୀ. କଲିର) — (ଯଥା—ଆମ ବାଡ଼ିଆଡ଼ ଆମ୍ବ ଗଛରୁ କରଡ଼ି ତ ଖସି ନାହିଁ, ବର୍ତ୍ତମାନ ଆମ୍ବ ପରେଇବା କିଆଁ?)
  • ପ୍ରାଦେ. (ସମ୍ବଲପୁର) ବି — ବାଉଁଶ ଗଜାରୁ ପ୍ରସ୍ତୁତ ଖାଦ୍ୟ ବା ତିଅଣ — A sort of food or curry prepared from tender shoots of bamboo