କମ୍ପଇ Kampai

  • ପ୍ରାଦେ. (ବସ୍ତର) ବି. (ସଂ. କର୍ମ) — ଉପାର୍ଜନ; ଅର୍ଜନ — Earning
  • ଦେ. କ୍ରି. (କମ୍ପିବା କ୍ରିୟାର ବର୍ତ୍ତମାନ କାଳ ତୃତୀୟ ପୁରୁଷ ଏକବଚନ) — କମ୍ପିତ ହୁଏ — Trembles