କମ୍କମ୍ ହେବା Kamkam hebā

  • ଦେ. କ୍ରି — ଦୁଷ୍ଟାମି କରିବାକୁ ମୁସ୍ତେଜ ହେବା — To tend to be restive
  • ଦେ. କ୍ରି — ଭଙ୍ଗି ଦ୍ୱାରା କାମଚେଷ୍ଟା ପ୍ରକାଶ କରିବା — To give vent to amorous feelings by outward expressions
  • ଦେ. କ୍ରି — କୌଣସି ବିଷୟ ପାଇବାପାଇଁ ଲାଳାୟିତ ବା ଉତ୍କଣ୍ଠିତ ହେବା — To hanker after a thing