କମ୍ପନ Kampana

  • ସଂ. ବି. (କମ୍ପ୍ ଧାତୁ+ଭାବ. ଅନ) — କମ୍ପ; ହଲିବା; ଥରା; ଇତସ୍ତତଃ ସଞ୍ଚାଳନ — Shivering; trembling; tremor; quake; agitation
  • ସଂ. ବିଣ. (+କତ୍ତୃ. ଅନ) କମ୍ପଯୁକ୍ତ — Shivering; trembling
  • ସଂ. ବିଣ. (କମ୍ପ ଧାତୁ. ଣିଜନ୍ତ କମ୍ପିଧାତୁ+କର୍ତ୍ତୃ. ଅନ) — କମ୍ପଉତ୍ପାଦକ—. Producing shivering