କମ୍ପକମ୍ପା Kampakampā
- ଦେ. ବି. (ସଂ. କମ୍ପ୍ ଧାତୁ) — ଏକାଜାତୀୟ ବୁଢ଼ିଆଣୀ — A kind of spider with very long slender legs; Pholcus Phalangioides
- ଦେ. ବି. (ସଂ. କମ୍ପ୍ ଧାତୁ) — କମ୍ପକମ୍ପୀ, କମ୍ପକମ୍ପେଈ ସ୍ତ୍ରୀ. — କମ୍ପକମ୍ପୀ, କମ୍ପକମ୍ପେଈସ୍ତ୍ରୀ
- ଦେ. ବି. (ସଂ. କମ୍ପ୍ ଧାତୁ) — [ଦ୍ର—ଏମାନଙ୍କର ଗୋଡ଼ ଲମ୍ବା ଓ ସରୁ, ଏମାନେ ସର୍ବଦା କମ୍ପୁଥିବାରୁ ଏମାନଙ୍କର ଏପରି ହୋଇଅଛି।]
- ଦେ. ବି. (ସଂ. କମ୍ପ୍ ଧାତୁ) — ଦେ. ବିଣ. ପୁଂ—ଥରଥରୁଆ (ବ୍ଯକ୍ତି); ଯେ ସର୍ବଦା ଥରୁଥାଏ — Trembling; tremulous. (person)
- ଦେ. ବି. (ସଂ. କମ୍ପ୍ ଧାତୁ) — (ଯେ ଡରରେ ଥରେ) ଭୀରୁ; ଡରୁଆ — Timid; timorous