କମ୍ପ Kampa

  • ସଂ. ବି. (କମ୍ପ୍ ଧାତୁ+ଭାବ. ଅ) — ଥରା; ଥରିବା; ଥୁରୁଥୁରୁ ହେବା — Tremor; trembling; quivering; shivering; shaking
  • ସଂ. ବି. (କମ୍ପ୍ ଧାତୁ+ଭାବ. ଅ) — ହଳିବା, ଦୋହଲିବା — Oscillating
  • ସଂ. ବି. (କମ୍ପ୍ ଧାତୁ+ଭାବ. ଅ) — ଆନ୍ଦୋଳନ — Vibration; agitation
  • ସଂ. ବି. (କମ୍ପ୍ ଧାତୁ+ଭାବ. ଅ) — ଶୃଙ୍ଗାରର ସାତ୍ୱିକଭାବ ମଧ୍ୟରୁ ଏକତମ (ଏଥିରେ କାମାର୍ତ୍ତ ବ୍ଯକ୍ତିର ଦେହ ମୁହୁର୍ମୁହୁଃ କମ୍ପେ) — One of the signs of a love-sick person; viz. shadder
  • ସଂ. ବି. (କମ୍ପ୍ ଧାତୁ+ଭାବ. ଅ) — (ଶିଳ୍ପଶାସ୍ତ୍ର) ମନ୍ଦିର ବା ସ୍ତମ୍ବର ନୀଚରେ ବା ଉପରେ କାରୁକାର୍ଯ୍ୟଯୁକ୍ତ କରମଙ୍ଗିଆ କାମ (ହି. ଶବ୍ଦସାଗର) — (architecture) Waves of fretwork in a temple or pillar