କମ୍କମ୍ Kamkam

  • ଦେ. ବିଣ — ଦୁଷ୍ଟ; ବଗୁଲିଆ; ଖେଚଡ଼ା — Wicked; naughty
  • ଦେ. ବିଣ — ଅସ୍ଥିର — Restless
  • ଦେ. ବିଣ — ଲାଳାୟିତ — Hankering
  • ଦେ. ବିଣ — ଉତ୍କଣ୍ଠିତ — Anxious; eager