କନ୍ୟାଟ Kanyāṭa
- ସଂ. ବି. (କନ୍ଯା+ଅଟ୍ ଧାତୁ= ଗମନକରିବା+ଭାବ. ଅ) — କନ୍ଯାଟିବାଡ଼ (ଦେଖ) — Kanāṭibāṟḍ̠a (See)
- ସଂ. ବି. (କନ୍ଯା+ଅଟ୍ ଧାତୁ= ଗମନକରିବା+ଭାବ. ଅ) — କରଜର ମୁନେ ଚିରି କନ୍ଯାଟ, ଯେ ଦେଖି ଫୁଲୁଥାଏ ତୁମ୍ଭ ନାଟ। କବିସୂର୍ଯ୍ୟ, କବିତା।
- ସଂ. ବି. (କନ୍ଯା+ଅଟ୍ ଧାତୁ= ଗମନକରିବା+ଭାବ. ଅ) — ନାରୀମାନଙ୍କର ବାସଭବନ; ଅନ୍ଦରମହଲ — Female apartments
- ସଂ. ବିଣ. ଫୁ. — ଯେଉଁ ବ୍ଯକ୍ତି କନ୍ଯାମାନଙ୍କ ପଛରେ ଗୋଡ଼ାଏ — Following after young girls (M.W.)