କନ୍ୟାଦାତା Kanyādātā

  • ସଂ. ବି. ଫୁ. (କନ୍ଯା+ଦାତୃନ୍; 1 ମା. 1 ବ.—ଯେ କନ୍ଯାକୁ ବରଙ୍କଠାରେ ସମର୍ପଣ କରନ୍ତି) (ରାମଶଙ୍କର. ମନୁ 9 । 73 ) କନ୍ଯାର ପିତା — Father of a girl
  • ସଂ. ବି. ଫୁ. (କନ୍ଯା+ଦାତୃନ୍; 1 ମା. 1 ବ.—ଯେ କନ୍ଯାକୁ ବରଙ୍କଠାରେ ସମର୍ପଣ କରନ୍ତି) (ରାମଶଙ୍କର. ମନୁ 9 । 73 ) କନ୍ଯାକର୍ତ୍ତା (ଦେଖ) — Kanyākarttā (See)