କନ୍ୟାଦାୟ Kanyādāya

  • ସଂ. ବି. (ମ. ପ. ଲୋ; କନ୍ଯା+ଦାୟ) କନ୍ଯା ଅଭିଆଡ଼ି ହୋଇ ଘରେ ରହିବାଯୋଗୁଁ ପିତାମାତାଙ୍କର କଷ୍ଟ ବା ସଙ୍କଟ — The difficulty or burden of having a marriageable daughter still unmarried