କନ୍ୟାଦୂଷଣ Kanyādūshaṇa

  • ସଂ. ବି. ( 6 ଷ୍ଠୀ ତତ୍, କନ୍ଯା+ଦୂଷଣ) — ଅବିବାହିତା କନ୍ଯାକୁ ବଳାତ୍କାର ରମଣ — Violation of a maiden; defilement of a virgin
  • ସଂ. ବି. ( 6 ଷ୍ଠୀ ତତ୍, କନ୍ଯା+ଦୂଷଣ) — କୁମାରୀର ଅପବାଦ ଉଟନା କରିବା — Calumniation of a maiden