କନ୍ୟାକର୍ତ୍ତା Kanyākarttā

  • ସଂ. ବି. ( 6 ଷ୍ଠୀ ତତ୍; କନ୍ଯା+କର୍ତ୍ତା) — ବିବାହରେ କନ୍ଯା ପକ୍ଷର ଅଭିଭାବକ; ଯେ କନ୍ଯାକୁ ବର ହାତରେ ସମ୍ପ୍ରଦାନ କରନ୍ତି — The guardian of a bride who gives away the girl in marriage