କନ୍ୟାକାଳ Kanyākāḻa

  • ସଂ. ବି. (ଷଷ୍ଠୀ ତତ୍; କନ୍ଯା+କାଳ) — ବାଳିକାର ଅବିବାହିତ ରହିଥିବାର ସମୟ — 1. The time or period of virginity
  • ସଂ. ବି. (ଷଷ୍ଠୀ ତତ୍; କନ୍ଯା+କାଳ) — ଅବିବାହିତା କନ୍ଯାର ଦଶମ ବତ୍ସର — The tenth year of the age of a virgin