କଣ୍ଡୂୟନ Kaṇḍūyana

  • ସଂ. ବି. (କଣ୍ଡୂୟ ନାମ ଧାତୁ+ଭାବ. ଅନ) — କୁଣ୍ଡାଇ ହେବା; କୁଣ୍ଡାଇବା; ଗଲ ଗଲ ହେବା — Itching
  • ସଂ. ବି. (କଣ୍ଡୂୟ ନାମ ଧାତୁ+ଭାବ. ଅନ) — କୁଣ୍ଡିଆ; କାଛୁ — Itches
  • ସଂ. ବି. (କଣ୍ଡୂୟ ନାମ ଧାତୁ+ଭାବ. ଅନ) — ଗଲୁ ହେଉଥିବା ସ୍ଥାନକୁ କୁଣ୍ତାଇବା — The act of scratching