କଣ୍ଡୂଳ Kaṇḍūḻa

  • ସଂ. ବିଣ. ପୁଂ. (କଣ୍ଡୂ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — କଣ୍ଡୂଯୁକ୍ତ — Suffering from itching
  • ସଂ. ବିଣ. ପୁଂ. (କଣ୍ଡୂ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — କୁଣ୍ଡିଆରୋଗୀ; କଣ୍ଡୂରୋଗୀ — Attacked with itches
  • ସଂ. ବିଣ. ପୁଂ. (କଣ୍ଡୂ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ଗାତ୍ରକଣ୍ଡୂୟନକାରୀ — Scratching one's body