କଣ୍ଡୂର Kaṇḍūra

  • ସଂ. ବି. (କଣ୍ଡୂ+ରା ଧାତୁ=ଦାନ କରିବା+ଅ) — ମାଣସାରୁ ଗଛ — A kind of Taro which produces itching when handled
  • ସଂ. ବି. (କଣ୍ଡୂ+ରା ଧାତୁ=ଦାନ କରିବା+ଅ) — ବାଇଢଙ୍କ (ଦେଖ) — Bāiḍhaṅka (See)
  • ସଂ. ବି. (କଣ୍ଡୂ+ରା ଧାତୁ=ଦାନ କରିବା+ଅ) — କଇଁ ଅବିଚାରେ ଆପଣା ଦେହରେ କଣ୍ଡୂର ଆଣି ବୋଳିଲ ଗୋ। ଦୀନକୃଷ୍ଣ—ରସକଲ୍ଲେଳ।
  • ସଂ. ବିଣ — କଣ୍ଡୂଦାୟକ; ଯାହା ଲାଗିଲେ ଦେହ କୁଣ୍ଡାଇ ହୁଏ — Producing itching