କଣ୍ଡୂୟା Kaṇḍūyā

  • ସଂ. ବି. ସ୍ତ୍ରୀ. (କଣ୍ଡୂୟ ନାମ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଗଲୁ; କୁଣ୍ଡାଇ ହେବା — Itching
  • ସଂ. ବି. ସ୍ତ୍ରୀ. (କଣ୍ଡୂୟ ନାମ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଗଲୁହେବା ସ୍ଥାନକୁ ରାମ୍ପିବା — Scratching of the itching parts