କଣ୍ଡୂୟମାନ Kaṇḍūyamāna

  • ସଂ. ବିଣ. ଫୁ. (କଣ୍ଡୁୟ ନାମ ଧାତୁ+କର୍ତ୍ତୃ. ଶାନଚ୍) — ଗଲୁ ମାରିବାକୁ ଗଲୁ ସ୍ଥାନକୁ ରାମ୍ପୁଥିବା ବା ଘଷୁଥିବା; କଣ୍ଡୂୟନକାରୀ; ଘର୍ଷଣକାରୀ — Engaged in scratching or rubbing to satiate itching