କଣ୍ଡୋଇ Kaṇḍoi
- ଗ୍ରା. ବି. (ସାଧାରଣତଃ ଏହା ହାଣ୍ଡିଶବ୍ଦସଙ୍ଗେ ସହଚର ରୂପେ ବ୍ଯବହୃତ ହୁଏ) — କୁଣ୍ଡେଇ; କୁଣ୍ଢେଇ; ପାକପାତ୍ରବିଶେଷ; ହାଣ୍ଡି — A cooking pot
- ଗ୍ରା. ବି. (ସାଧାରଣତଃ ଏହା ହାଣ୍ଡିଶବ୍ଦସଙ୍ଗେ ସହଚର ରୂପେ ବ୍ଯବହୃତ ହୁଏ) — ଏକ କଣ୍ଡେଇ ଗୋଟିକେ ଭାତ ଯେ ରାନ୍ଧିଲେ ଥାଟଯାକକୁ ଅଣ୍ଟେ ନ ସରେ ପରଶିଲେ। ସାରଳା. ମହାଭାରତ, ଆଦି।