କଣ୍ଡୁ ମାରିବା Kaṇḍu māribā
- ଦେ. କ୍ରି — ଉପଚାର ବା ରମ୍ପା ଆଦି ଦ୍ୱାରା କଣ୍ଡୁକୁ ଶାନ୍ତ କରିବା — To Satiate itching sensation by medicine or scratching
- ଦେ. କ୍ରି — ଅନ୍ଯ ବ୍ଯକ୍ତିର ମନର ଗଲୁକୁ କାର୍ଯ୍ୟ ବା ଦଣ୍ତ ଦ୍ୱାରା ଥଣ୍ଡା କରିଦେବା — To satiate another person's ardent mental itching by action or by punishment
- ଦେ. କ୍ରି — କାମୋନ୍ନାଦ ସଙ୍ଗମଦ୍ୱାରା ପ୍ରଶମିତ କରିବା — To satiate one's lust