କଣ୍ଡା Kaṇḍā

  • ଦେ. ବି. (ସଂ. କଣ୍ଡନ) — କଣ୍ଡନ (ଦେଖ) — Kaṇḍana (See)
  • ଦେ. ବି. (ସଂ. କଣ୍ଡନ) — ଲୁଗାକୁ ତନ୍ତରେ ବୁଣିବା ପାଇଁ ଭରଣୀ ସୂତା ଗୁଡ଼ିଆ ହୋଇଥିବା କାଠି (ଯାହାକୁ ଟାଣୀସୂତାର ଫାଙ୍କରେ ଫିଙ୍ଗନ୍ତି) — Weaving shuttle
  • ପ୍ରାଦେ. (ଗଡ଼ଜାତ)—ବି. — କନ୍ଧମାନଙ୍କ କଥିତ ଭାଷା — The language spoken by the Kandhas in Orissa and Madras Presidency
  • ପ୍ରାଦେ. (ଗଡ଼ଜାତ)—ବି. — ଘର୍ଷଣ; ମର୍ଦ୍ଦନ — Rubbing
  • ପ୍ରାଦେ. (ଗଡ଼ଜାତ)—ବି. — ଦାଢ଼ି କସ୍ତୁରୀ କଣ୍ଡାର କଳା ଗୋ ସଜନି—ପ୍ରାଚୀ. ରହସ୍ୟମଞ୍ଜରୀ।
  • ପ୍ରାଦେ. (ବିଶାଖାପାଟଣା) ବି. — ମାଳଅଞ୍ଚଳବାସୀ ଓଡ଼ିଆାଭାଷୀ— ଅନାର୍ଯ୍ୟ ଜାତି — A race of aborigines living in the wilds of the Vizagapatam District and Agency
  • ଦେ. ବିଣ. (ସଂ. କଣ୍ଡିତ) — ତୁଷ ଆଦି ପରିଷ୍କୃତ ହୋଇଥିବା (ଶସ୍ୟ) — Husked; (grain) cleansed of husks