କଣ୍ଡନ Kaṇḍana

  • ସଂ ବି. (କଣ୍ଡ୍ ଧାତୁ=ତୁଷ ଛଡ଼ାଇବା+ଭାବ. ଅନ) — କାଣ୍ଡିବା; କୁଟା ହୋଇଥିବା ଶସ୍ୟାଦିରୁ ତୁଷ ବା ତସୁ ସଫା କରିବା — Husking; removing the husks (from grains); threshing; cleansing a quantity of grain of the husks