କଣ୍ଡରା Kaṇḍarā

  • ସଂ. ବି. (କଣ୍ଡ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅର+ଆ; ଯାହା ଦେହକୁ ରକ୍ଷା କରେ) — (ବୈଦ୍ୟକ) ଶରୀରମଧ୍ୟସ୍ଥ ବଡ଼ ନାଡ଼ୀ — Big veins of the body
  • ସଂ. ବି. (କଣ୍ଡ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅର+ଆ; ଯାହା ଦେହକୁ ରକ୍ଷା କରେ) — [ଦ୍ର—ସୁଶ୍ରୂତରେ 16 ଟି କଣ୍ଡରା ଶରୀରରେ ଥିବାର ଲେଖା ଅଛି। ଏହି ନାଡ଼ୀମାନଙ୍କ ଦ୍ୱାରା ଅବୟବମାନଙ୍କୁ ପ୍ରସାରିତ ଓ ସଙ୍କୁଚିତ କରାଯାଏ—ହି. ଶବ୍ଦସାଗର]। — [ଦ୍ର—ସୁଶ୍ରୂତରେ16ଟି କଣ୍ଡରା ଶରୀରରେ ଥିବାର ଲେଖା ଅଛି ଏହି ନାଡ଼ୀମାନଙ୍କ ଦ୍ୱାରା ଅବୟବମାନଙ୍କୁ ପ୍ରସାରିତ ଓ ସଙ୍କୁଚିତ କରାଯାଏ—ହି. ଶବ୍ଦସାଗର]
  • ଦେ. ବି. ପୁଂ — ନୀଚ ଜାତିବିଶେଷ — A class of untouchables; a low- castes people
  • ଦେ. ବି. ପୁଂ — [ଦ୍ର—ମାଛ ଧରିବା, ଚଉକିଦାରି କରିବା ଏମାନଙ୍କ ବ୍ଯବସାୟ। ଏମାନେ ବାଉରିଙ୍କଠାରୁ ନୀଚ ଓ ପାଣଙ୍କଠାରୁ ଉଚ୍ଚ; ଉଚ୍ଚ ଜାତିର ହିନ୍ଦୁମାନେ ଏମାନଙ୍କୁ ସ୍ପର୍ଶ କରନ୍ତି ନାହିଁ।]