କଣ୍ଡ Kaṇḍa

  • ଦେ. (ପ୍ରାଚୀନ ପଦ୍ଯ) ବି (ସଂ. କଣ୍ଡୁ) — କୁଣ୍ଡାଇ ହେବା; କଣ୍ଡୁ — Itching sensation
  • ଦେ. (ପ୍ରାଚୀନ ପଦ୍ଯ) ବି (ସଂ. କଣ୍ଡୁ) — ସୁଗାମ୍ଭୀର୍ଯ୍ୟ ବଳରେ ପଦକଣ୍ଡ ଛଳରେ। ନିକୁଞ୍ଜ ଦ୍ୱାରେ ଉଭା ହେଲେ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।