କଣ୍ଡାଦୋରା Kaṇḍādorā

  • ପ୍ରାଦେ. (ଗଡ଼ଜାତ; ଜୟପୁର; ଗଞ୍ଜାମ) ବି. — କନ୍ଧଭାଷା; ଓଡ଼ିଶା ଗଡ଼ଜାତ ଓ ମାନ୍ଦ୍ରାଜ ପ୍ରଦେଶର କନ୍ଧ— ମାନଙ୍କର କଥିତ ଭାଷା — The language spoken by the Kandhas in Orissa States and Madras