କଣ୍ଠ୍ୟ Kaṇṭhya

  • ସଂ. ବିଣ. (କଣ୍ଠ+ଯ) — କଣ୍ଠସମ୍ବନ୍ଧୀୟ — Relating to the throat
  • ସଂ. ବିଣ. (କଣ୍ଠ+ଯ) — କଣ୍ଠରୁ ଉତ୍ପନ୍ନ — Produced from the throat
  • ସଂ. ବିଣ. (କଣ୍ଠ+ଯ) — କଣ୍ଠବାଟେ ଉଚ୍ଚାରିତ (ବର୍ଣ୍ଣ ବା ଧ୍ୱନି) — Guttural; (letter or sound) uttered through the throat
  • ସଂ. ବିଣ. (କଣ୍ଠ+ଯ) — ଗଳା ବା ସ୍ୱର ପାଇଁ ଉପକାରୀ (ଯଥା—ଔଷଧ) — Beneficial for the larynx (e.g. medicine)
  • ସଂ. ବି. — (ବ୍ୟାକରଣ)—କଣ୍ଠ ଦ୍ୱାରା ଉଚ୍ଚାରିତ ବର୍ଣ୍ଣ (ହି. ଶବ୍ଦସାଗର) (ଯଥା—ଅ, ଆ, କ, ଖ, ଗ, ଘ, ଙ, ହ, ଃ) — Guttural letters
  • ସଂ. ବି. — ଗଳାପାଇଁ ଉପକାରୀ ଔଷଧ (ହି. ଶବ୍ଦସାଗର) — Medicine or article beneficial for the throat