କଣ୍ଠୀରବମଧ୍ୟା Kaṇṭhīrabamadhyā

  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; କଣ୍ଠୀରବ=ସିଂହ+ମଧ୍ୟ= କଟିଦେଶ) — ସିଂହକଟି ପରି ସରୁ କଟି— ବିଶିଷ୍ଟ। (ସ୍ତ୍ରୀ) — Slender-waisted (woman)