କଣ୍ଡିଆ Kaṇḍiā

  • ଦେ. ବି. — ନଈବଢ଼ି ଛାଡ଼ି ଗଲେ ନଦୀଗର୍ଭସ୍ଥ ଯେଉଁ ଖାଲ ଯାଗାରେ ପାଣି ରହିଥାଏ — Small expanses of water left on the bed of a river after the subsidence of flood
  • ଦେ. ବି. — ପାଣିଧାର ଓ ବାଲି ଛଡ଼ା ନଈବନ୍ଧ ପର୍ଯ୍ୟନ୍ତ ନଦୀଗର୍ଭରେ ପଟୁ ମାଡ଼ି ଥିବା ଅତି ଉର୍ବର ଜମି — The silted fertile portion of the river-bed excluding the sandy and watery portions