କକ୍ଷା Kakshā

  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — ଗୃହଭିତ୍ତି; ଘରର ମୂଳଦୁଆ କାନ୍ଥ — The foundation-wall of a house
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — ପିତ୍ତ—ପ୍ରକୋପ—ସମ୍ଭୂତ ରୋଗବିଶେଷ — A disease due to excess of bile in the system
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — ହସ୍ତୀର ଗଳାବନ୍ଧନ ରଜ୍ଜୁ — The rope tied round the neck of an elephant
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — କଟିବନ୍ଧ; ଚନ୍ଦ୍ରହାର; କାଞ୍ଚି; ସ୍ତ୍ରୀକଟିର ମେଖଳା — A woman's girdle or waist-chain
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — କାଖରେ ହେବା ବ୍ରଣ; କାଖଗୁଲି — A boil in the arm-pit
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — ହତା; ଗେରଦ — Enclosure or compound
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — ରଥମଧ୍ୟସ୍ଥ ସ୍ଥାନ ବା ଖୋପବିଶେଷ — A recess inside a car
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — କୋଠରୀ; ପ୍ରକୋଷ୍ଠ — Apartment; room of a house
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — ଅନ୍ତଃପୁର — Harem; female apartment
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — କାଇଁଚ; ଗୁଞ୍ଜା — Red or white berries used as jeweller's weight
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — ସାଦୃଶ୍ୟ — Equality; similarity
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) — ଉଦ୍ଯୋଗ; ଉଦ୍ୟମ; ଚେଷ୍ଟା — Endeavour