କକ୍ଷସ୍ଥ Kakshastha

  • ସଂ. ବିଣ. (କକ୍ଷ+ସ୍ଥା ଧାତୁ+କର୍ତ୍ତୃ. ଅ) — ପାର୍ଶ୍ୱରେ ଅବସ୍ଥିତ — Placed on the flanks
  • ସଂ. ବିଣ. (କକ୍ଷ+ସ୍ଥା ଧାତୁ+କର୍ତ୍ତୃ. ଅ) — କାଖ କରାଯାଇଥିବା; ଯାହାକୁ କେହି କାଖେଇଥାଏ — Carried between the arm and flank of the carrier