କକ୍ଷୀକୃତ Kakshīkṛuta

  • ସଂ. ବିଣ. ପୁଂ. [କକ୍ଷ=କାଖ+ଅଭୂତ. ତଦ୍ଭାବେ (ଚ୍ୱୀ) ଈ+କୃତ] — ଯାହାକୁ କାଖ କରାଯାଇଥାଏ — Carried under one's arms
  • ସଂ. ବିଣ. ପୁଂ. [କକ୍ଷ=କାଖ+ଅଭୂତ. ତଦ୍ଭାବେ (ଚ୍ୱୀ) ଈ+କୃତ] — (ଲକ୍ଷଣାର୍ଥ)—(ଯାହାକୁ ଅଧୀନ କରା ଯାଇଥାଏ)— ଆୟତ୍ତୀକୃତ ବା ଆପଣା ଅକ୍ତିଆରକୁ ଅଣା ଯାଇଥିବା — Brought under one's control